ପ୍ରଫୁଲ୍ଲ ଙ୍କର ଅନ୍ୟ ଏକ ବିଶେଷତ୍ୱ ହେଲା ସେ ଜନ୍ମରୁ ଓଡ଼ିଆ ହୋଇମଧ୍ୟ ହିନ୍ଦୀ ଭାଷା ପ୍ରତି ତାଙ୍କର ଆଗ୍ରହ ଓ ଅଗାଧ ଜ୍ଞାନ ଆହରଣ ଓ ପରିପ୍ରକାଶ କରିବାର ବିରଳ ଉଦାହରଣ ସୃଷ୍ଟି କରି ପାରିଥିଲେ । ମାତ୍ର ବିଡ଼ମ୍ବନାର ବିଷୟ ଯେ, ଏହି ବିପ୍ଳବୀ କବିଙ୍କୁ ବର୍ତମାନର ଝାଡ଼ଖଣ୍ଡ, ବିହାର କିମ୍ବା ଓଡ଼ିଶାରେ ତାଙ୍କର ଅବିସ୍ମରଣୀୟ ଅବଦାନ କୁ ପ୍ରକୃତ ସମ୍ମାନ ମିଳି ପାରିଲାନାହିଁ ।
Main Content
ନାମରେ ରହିଛି ଅନେକ ମହତ୍ତ୍ୱ : ଯାହା ଡେଲାଙ୍ଗ ସୂଚାଏ
ହଜାରରୁ ଅଧିକ ବର୍ଷ ଧରି ମହାନ୍ ବ୍ୟକ୍ତିମାନଙ୍କୁ ଅମର କରି ରଖିଛି, ତାଙ୍କ ନାମରେ ନାମିତ ଅନେକ ଇଲାକା । ସମୟର ସଂଯୋଗରୁ ସେଗୁଡ଼ିକ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି ।ଏଠାରେ ମୁଁ ସୂଚାଇ ଦେବାକୁ ଚାହେଁ ଯେ, ଭୁବନେଶ୍ୱରଠାରୁ ମାତ୍ର ତିରିଶି କିଲୋମିଟର ଦୂରରେ
ରହିଛି ଏକ ଐତିହାସିକ ସ୍ଥାନ ଯାହା ଡେଲାଙ୍ଗ ନାମରେ ସୁପରିଚିତ ।
ଚଳିତ ବର୍ଷ ପିକକ୍ ଶିଶୁମେଳା ନଭେମ୍ବର ୧୮, ୧୯, ୨୦ ତିନି ଦିନ ପାଇଁ
ଚଳିତ ବର୍ଷ ୩୩ ତମ ଶିଶୁ ମେଳା ନଭେମ୍ବର ୧୮, ୧୯ ଓ ୨୦ ତାରିଖ ତିନିଦିନ ଧରି ସନ୍ଧ୍ୟା ରେ ଭୁବନେଶ୍ବର ଏକାମ୍ର ହାଟ ର ମୁକ୍ତ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ।
ପ୍ରବଳ ଉତ୍ସାହ ସହ ଭାରତୀୟ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଉଦଯାପିତ
ଆଜି ପ୍ରଦର୍ଶନ କରାଯାଇଥିବା ଅନ୍ୟ ସିନେମାଗୁଡ଼ିକ ହେଉଛି ସୌରଭ ଷଡ଼ଙ୍ଗୀଙ୍କ କରବାଲା ମେମୋୟର୍ସ ଓ ବିଶାଲ ସ୍ୱାର୍ଗିଆରିରଙ୍କ ଗୋସାଇଁ ।
କୌଶଳ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ
ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ବ ଛାତ୍ର ଦିବସ ଉପଲକ୍ଷେ ଦକ୍ଷତା, କ୍ଷମତା ଓ କୌଶଳ ପ୍ରଶିକ୍ଷଣ ଦିଆଯାଇଥିଲା।
ବନ୍ୟଜନ୍ତୁ ସଂରକ୍ଷଣ ଉପରେ ଲେଖିବା ପାଇଁ ସାମ୍ବାଦିକଙ୍କୁ ଫେଲୋସିପ
ସେ “ଓଡ଼ିଶାରେ ଅଲିଭ ରିଡ଼ଲେ କଇଁଛ ସୁରକ୍ଷିତ କି” ବିଷୟ ବସ୍ତୁ ଉପରେ ଗବେଷଣା କରି ଏକ ଲେଖା ଲେଖିବେ । ଏହା ଓଡ଼ିଶା ଡ଼ଟ କମରେ ପ୍ରକାଶିତ ହେବ । ଫେଲୋସିପ ଅର୍ଥ ଓଡ଼ିଶା ବନ୍ୟ ଜନ୍ତୁ ସମାଜ ବହନ କରିବେ ।
ଉନ୍ନୟନ ମୂଳକ କାର୍ଯ୍ୟ, ଭିତ୍ତିଭୂମି ଗଠନ ଓ ପର୍ଯ୍ୟଟନ ଓଡ଼ିଶା ବିକାଶର ଚାବି କାଠି
ଦୃଶ୍ୟକୁ ଆସୁନଥିବା ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ପିଲାମାନେ କିଛି ଅଧିକ ସୁବିଧା ସୁଯୋଗ ପାଇବା ଦରକାର । ଏଭଳି ବିଦ୍ୟାଳୟଗୁଡ଼ିକରେ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷା ଲାଭ କରିଛନ୍ତି ।
କେବଳ ସରକାର ବଦଳରେ ଓଡ଼ିଶାର କୌଣସି ପରିବର୍ତ୍ତନ ଘଟିବ ନାହିଁ
କେବଳ ସେତିକି ନୁହେଁ ,ଅନ୍ୟ ଏକ ଦିନ ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବାଞ୍ଜଳ ରାଜ୍ୟମାନଙ୍କ ପାଇଁ ୨୪ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କଲେ । କିନ୍ତୁ ଓଡ଼ିଶା ପାଇଁ କହିଲେ ,ପଇସା କଣ ଗଛରେ ଫଳୁଛି ।
ଡ଼େରାପଥରବାସୀଙ୍କ ପାଇଁ ମୋର ଚିନ୍ତା:ମାଓବାଦୀଙ୍କ କବଳରୁ ଫେରିଥିବା ଶିକ୍ଷକ
ମୁଁ ଯେଉଁଠି ରୁହେଁ ସେ ଗାଁର ନାଁ ହେଲା କେରଦା ପାଲି । ସେଠାରୁ ସ୍କୁଲର ଦୂରତା ହେଲା ୧୨କିଲୋମିଟର । ପ୍ରତିଦିନ ସାଇକେଲ ଯୋଗେ ଆବଡ଼ା ଖାବଡ଼ା ରାସ୍ତା ଦେଇ ମୁଁ ସ୍କୁଲକୁ ଯାଇଥାଏ ।ଉକ୍ତ ସ୍କୁଲରେ ଡ଼େରାପଥର ସହ ଆଖପାଖ ତିନୋଟି ଗ୍ରାମର ପ୍ରାୟ ଚାଳିଶ ଜଣ ପିଲା ପଢନ୍ତି ବୋଲି, ଧଳ କହନ୍ତି ।
କୃଷି ସମସ୍ୟା ର ସମାଧାନ କରିପାରିବ ଓଡ଼ିଶାର ବିକାଶ
“ମୁଁ ଏକ କୃଷକ ପରିବାର ରୁ ଆସିଛି । ମୋର ପରିବାରର ଲୋକ ମାନଙ୍କର କୃଷି ପ୍ରତି ସମର୍ପଣ ମତେ ଏକ ବହୁତ ବଡ଼ କୃଷକ ଭାବେ ନିଜକୁ ଗଢି ତୋଳିବାର ସ୍ୱପ୍ନ ପ୍ରଦାନ କରିଛି’’
LATEST
- KIMS Hospital Opens State-of-the-Art Stroke Center for Advanced Care
- ଏନଏଚ୍ରେ ୧୨ ଗୋରୁ ଉପରେ ମାଡ଼ିଗଲା ଟ୍ରକ୍
- ଆଜି ୭୬ତମ ରାଜଧାନୀ ପ୍ରତିଷ୍ଠା ଦିବସ
- ନିର୍ବାଚନ ପ୍ରଚାରରେ ସାମିଲ ହୋଇ ଶିକ୍ଷୟିତ୍ରୀ ନିଲମ୍ବିତ
- ୩ମାଇକ ଆମ୍ପ୍ଲି ଫାୟର ଚୋର ଗିରଫ
- ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ
- ନବୀନ ନିବାସରେ ଫିଲ୍ମ ଅଭିନେତା, ଅଭିନେତ୍ରୀ
- ରଘୁନାଥପୁର ସ୍ପ୍ରିଙ୍ଗ ଲିଫ୍ ଆପାର୍ଟମେଣ୍ଟରୁ ଚୋରି
- ମତଦାନ ପାଇଁ ନିୟୋଜିତ କର୍ମଚାରୀଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା
- ଆସନ୍ତା ୧୫ ସୁଦ୍ଧା ଆସିବ କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ଟିକେଟ
ଶୈକ୍ଷିକ ସହଯୋଗ ପାଇଁ ଉତ୍କଳ ଏବଂ ସୁଗ୍ରିୱା ବିଶ୍ୱବିଦ୍ୟାଳୟ ମଧ୍ୟରେ ଚୁକ୍ତି ସ୍ଵାକ୍ଷର
ଅକ୍ଟୋବର ୧୦ ତାରିଖ ଦିନ ବାଲିସ୍ଥିତ ସୁଗ୍ରିୱା ବିଶ୍ୱବିଦ୍ୟାଳୟ ପରିସରରେ ଏହି ସ୍ୱାକ୍ଷର ସମାରୋହ ଅନୁଷ୍ଠିତ ହୋଇଥିଲା |
ଟାଇମ୍ସ ହାଇଅର ଏଜୁକେସନ୍ ର୍ୟାଙ୍କିଙ୍ଗ ୨୦୨୩ ବିଶ୍ୱ ରାଙ୍କିଙ୍ଗରେ ଉପରକୁ ଉଠିଲା କିଟ୍
ପୂର୍ବବର୍ଷ କିଟ୍ ୮୦୧+ ସ୍ଥାନରେ ରହିଥିବା ବେଳେ ଏବର୍ଷ ୨ଶହ ର୍ୟାଙ୍କ ଉନ୍ନୀତ ହୋଇ ସମଗ୍ର ବିଶ୍ୱର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୬୦୧+ ସ୍ଥାନ ପାଇଛି ।
ଚାନ୍ଦବାଲିରେ ଗୁଜରାଟୀ ସମାଜ ଦ୍ୱାରା ପବିତ୍ର ନବରାତ୍ରୀ ପର୍ବ ପାଳନ
ଓଡିଶାରେ ଦୁର୍ଗାପୂଜାକୁ ଧୂମଧାମରେ ପାଳନ କରାଯାଉଥିବା ବେଳେ ଗୁଜରାଟରେ ନବରାତ୍ରୀ ପୂଜାକୁ ବଡ ଧୂମଧାମ ରେ ପାଳନ କରାଯାଏ।
ଉତ୍କଳରେ ଆନ୍ତର୍ଜାତୀୟ ବୃଦ୍ଧ ବ୍ୟକ୍ତି ଦିବସ ପାଳିତ
ହେଲ୍ପ ଏଜ୍ ଇଣ୍ଡିଆର ସହଯୋଗରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ଏବଂ ମନୋବିଜ୍ଞାନ ବିଭାଗ ଦ୍ୱାରା ଆୟୋଜିତ ହୋଇଥିବା ‘ବୟସ୍କ ମହିଳାଙ୍କ ସ୍ଥିରତା ଏବଂ ଅବଦାନ’ ଉପରେ କର୍ମଶାଳାରେ ଯୋଗ ଦେଇ ବିଶେଷଜ୍ଞମାନେ କହିଛନ୍ତି ଯେ ବୟସ ଏବଂ ଲିଙ୍ଗ ଉପରେ ଆଧାରିତ ଭେଦଭାବ ଏକ ଅସମାନତା ଓ ନକାରାତ୍ମକ ସମାଜ ତିଆରି କରୁଛି |
ସ୍ବର୍ଗତ ଭାଗବତ ପ୍ରସାଦ ନନ୍ଦ ଥିଲେ ବିରଳ ଓ ଅନନ୍ୟ ପ୍ରତିଭା ର ଅଧିକାରୀ
ପୂଜ୍ୟ ପୂଜା ପରମ୍ପରା ର ପୂଜାରୀ ସାରସ୍ୱତ ସାଧକ,ସମାଜସେବୀ କର୍ମଯୋଗୀ ସ୍ବର୍ଗତ ଭାଗବତ ପ୍ରସାଦ ନନ୍ଦ ଥିଲେ ବିରଳ ଓ ଅନନ୍ୟ ପ୍ରତିଭା ର ଅଧିକାରୀ ଥିଲେ ବୋଲି ବରଗଡ଼ ସାମ୍ବାଦିକ ସଂଘ ଓ ଭାଗବତ ନନ୍ଦ ସ୍ମୃତି କମିଟି ଆନୁକୂଲ୍ୟ ରେ ସ୍ଥାନୀୟ ବିଜୁପଟ୍ଟନାୟକ ଟାଉନ ହଲ ଠାରେ ଆୟୋଜିତ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ରେ ବିଶିଷ୍ଟ ବକ୍ତାଗଣ ମତ ପ୍ରକାଶ ପାଇଛି ।